Wednesday, 7 August 2024

ପ୍ରେସ ନୋଟ ସରସଂଘଚାଳକଙ୍କ ପ୍ରବାସ

 ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର,୦୭/୦୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୫ ଦିନିଆ ଓଡିଶା ଗସ୍ତରେ ଆସି ଅଗଷ୍ଟ ୮ ତାରିଖ ଦିନ ମଧ୍ୟାହ୍ନ ଘ୧. ୨୦ମିନିଟ ସମୟରେ ଭୁବନେଶ୍ୱରରେ ପହଁଚିବେ । ସେ ଓଡିଶା ପ୍ରବାସ ସାରି ଅଗଷ୍ଟ ୧୨ ତାରିଖ ମଧ୍ୟାହ୍ନ ସମୟରେ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି ଯେ, ଡ. ଭାଗବତ ତାଙ୍କ ପ୍ରବାସ ସମୟରେ ଅଗଷ୍ଟ ୮ ତାରିଖ ଦିନ ଭୁବନେଶ୍ୱରରେ ଅବସ୍ଥାନ କରିବେ, ୯ ତାରିଖ ଦିନ ପୁରୀ ଯାଇ ମହାପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ । ଅଗଷ୍ଟ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଅଖିଳ ଭାରତୀୟ ପ୍ରାନ୍ତ ସେବାପ୍ରମୁଖ ମାନଙ୍କର ବୈଠକ ପୁରୀ ଠାରେ ଅନୁଷ୍ଠିତ ହେବ । ଏହି ବୈଠକରେ ଡ.ମୋହନ ଭାଗବତ ଯୋଗଦେଇ ମାର୍ଗଦର୍ଶନ କରିବେ । ସରସଂଘଚାଳକଙ୍କ ଏହି ପ୍ରବାସ ସମୟରେ କୌଣସି ସାଧାରଣ ସଭା ଅନୁଷ୍ଠିତ ହେବ ନାହିଁ ।
eûÁâúd ÊdõùiaK iõNe ieiõNPûkK W.ùcûj^ bûMaZu IWògû MÉ bêaù^gße,07/08: eûÁâúd ÊdõùiaK iõNe ieiõNPûkK W.ùcûj^ bûMaZ 5 \ò^ò@û IWògû MÉùe @ûiò @MÁ 8 ZûeòL \ò^ c¤ûjÜ N1. 20cò^òU icdùe bêaù^gßeùe _jñPòùa û ùi IWògû _âaûi iûeò @MÁ 12 ZûeòL c¤ûjÜ icdùe IWògûeê _âZýûaZð^ Keòùa ùaûfò iõNe IWògû _ìað _âû«e _âû« _âPûe _âcêL gâú iêc« Kêcûe _Šû _âKûg KeòQ«ò û gâú _Šû KjòQ«ò ù~, W. bûMaZ Zûu _âaûi icdùe @MÁ 8 ZûeòL \ò^ bêaù^gßeùe @aiÚû^ Keòùa, 9 ZûeòL \ò^ _êeú ~ûA cjû_âbì RM^Üû[uê \gð^ Keòaû ijòZ ùMûa¡ð^ _úVe _ìRý gueûPû~ðý Êûcú ^ò½kû^¦ ieÊZúuê iûlûZ Keòùa û @MÁ 10 I 11 ZûeòL \êA \ò^ ]eò @Lôk bûeZúd _âû« ùiaû_âcêL cû^ue ùa÷VK _êeú Vûùe @^êÂòZ ùja û Gjò ùa÷VKùe W.ùcûj^ bûMaZ ù~ûMù\A cûMð\gð^ Keòùa û ieiõNPûkKu Gjò _âaûi icdùe ùKøYiò iû]ûeY ibû @^êÂòZ ùja ^ûjó û iêc« Kêcûe _Šû _âû« _âPûe _âcêL eûÁâúd ÊdõùiaK iõN, IWògû _ìað ùcû-9861450138

Sunday, 14 April 2019

किश्तवाड आतंकी हमला : RSS नेता चंद्रकांत की हत्या के आरोपी की हुई पहचान



किश्तवाड : जम्मू-कश्मीर के किश्तवाड में मंगलवार को आरएसएस नेता और उनके गार्ड पर हुए हमले में हमलावर आतंकी की पहचान कर ली गई है। साथ ही हत्या में उपयोग की गई कार को भी जब्त कर लिया गया है।
सूत्रों के अनुसार, मामले में गुलाम मोहम्मद सागर के बेटे जाहिद हुसैन सागर की पहचान आरोपी के तौर पर की गई है। जब्त की गई कार उसने ही इस्तेमाल की थी। वह एक मोटर वाहन मैकेनिक बताया जाता है।
वाहन को जब्त करने और जाहिद हुसैन सागर के नाम सामने आने के बाद, किश्तवाड पुलिस ने अपराधी को गिरफ्तार करने में लिए आम लोगों से मदद मांगी है। सूत्रों ने बताया कि किश्तवाड पुलिस ने तीन अन्य संदिग्धों को भी हिरासत में लिया है।
बता दें कि किश्तवाड में आतंकियों ने ९ अप्रैल को आरएसएस नेता चंद्रकांत को निशाना बनाया था। इस हमले में चंद्रकांत जख्मी हो गए थे, जबकि उनके गार्ड की मौके पर ही मौत हो गई थी।
यह हमला अस्पताल के अंदर ओपीडी में किया गया। यहां चंद्रकांत अपने बॉडीगार्ड के साथ मौजूद थे। इसी दौरान बुर्का पहने हुए एक व्यक्ति ने उनपर फायरिंग शुरू कर दी। इससे वहां अफरा-तफरी मच गई। इसी माहौल के बीच हमलावर मौके से फरार होने में भी कामयाब हो गया।
हमले के बाद जख्मी चंद्रकांत को जम्मू के गवर्नमेंट मेडिकल कॉलेज में भर्ती कराया गया था और उन्हें जल्द ही दिल्ली शिफ्ट किए जाने की बात कही जा रही थी, परंतु उन्होंने इलाज के दौरान ही दम तोड दिया था।
हमले के बाद हालात तनावपूर्ण हो गए, जिसके मद्देनजर कर्फ्यू लगा दिया गया। किश्तवाड के अलावा डोडा और भद्रवाह में कर्फ्यू लगा दिया। यह इलाका सांप्रदायिक तौर पर काफी संवेदनशील माना जाता है।
स्त्रोत : आज तक

Thursday, 4 October 2018

ଇସଲାମପୁର ହିଂସାକାଣ୍ଡ, ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବିରୁଦ୍ଧରେ ଲିଗାଲ୍‍ ନୋଟିସ


କୋଲକତା, ୪/୧୦ : ପଶ୍ଚିମବଙ୍ଗରେ ମୁସଲିମ୍‍ମାନଙ୍କ ସଂଖ୍ୟା ଏତେ ବଢ଼ିଯାଇଛି ଯେ, କଥାକଥାକେ ହିନ୍ଦୁମାନଙ୍କୁ ସେଠାରେ ଆକ୍ରମଣର ଶୀକାର ହେବାକୁ ପଡ଼ିଛି  । ଏହି କ୍ରମରେ ଉତ୍ତର ଦିନଜପୁର ଜିଲ୍ଲାର ଇସ୍‍ଲାମପୁର ଅଞ୍ଚଳରେ ଥିବା ଏକ ସ୍କୁଲ୍‍ରେ ଗତ ୨୬ ତାରିଖ ଦିନ ୨ ଜଣ ସ୍କୁଲ୍‍ ପିଲାଙ୍କ ମୃତ୍ୟୁ ଘଟିଥିଲା  । ଡାରିଭିଟ୍‍ ହାଇସ୍କୁଲ୍‍ରେ ଇଂରାଜୀ ଓ ବିଜ୍ଞାନ ଶିକ୍ଷକଙ୍କ ପଦ ଖାଲିଥିଲା  । କିନ୍ତୁ ସଂଖ୍ୟାଲଘୁ ତୁଷ୍ଟିକରଣ ନୀତି ଅନ୍ତର୍ଗତ ପଶ୍ଚିମବଙ୍ଗ ସରକାର ଏଠାରେ ପିଲାମାନଙ୍କୁ ଊର୍ଦ୍ଦୁ ଶିକ୍ଷା ଦେବା ନିମନ୍ତେ ୨ ଜଣ ଊର୍ଦ୍ଦୁ ଶିକ୍ଷକଙ୍କୁ ନିଯୁକ୍ତ କରିଥିଲେ  । ସ୍ଥାନୀୟ ଲୋକେ ଏହି ୨ ଜଣ ଶିକ୍ଷକଙ୍କୁ ସ୍କୁଲ୍‍ରେ ପୂରାଇ ଦେଉନଥିଲେ  । ଫଳରେ ରାଜ୍ୟ ସରକାର ଗୁରୁବାର ପୁଲିସ ଲଗାଇ ଦମନ କରିବାକୁ ଉଦ୍ୟମ କରିଥିଲେ  । ପୁଲିସ ଫାୟାରିଂରେ ୨ ଜଣ ଛାତ୍ର ରାଜେଶ ସରକାର ଓ ତାପସ ବର୍ମନଙ୍କ ଆଜି ଦେହାନ୍ତ ହୋଇଯାଇଛି  । ତେବେ ଏହି ଘଟଣା ପାଇଁ ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଆର୍‍ଏସ୍‍ଏସ୍‍କୁ ଦାୟୀ କରିଥିଲେ  । ତେଣୁ ଆର୍‍ଏସ୍‍ଏସ୍‍ ତାଙ୍କ ବିରୁଦ୍ଧରେ ଲିଗାଲ୍‍ ନୋଟିସ୍‍ ପଠାଇଛି  ।